Tuesday, December 3, 2024

ମାଆ କଟକ ଚଣ୍ଡୀ ତୁହି ସକଳ ଜନନୀ

ମାଆ କଟକ ଚଣ୍ଡୀ ତୁହି ସକଳ ଜନନୀ ନିଜ ସନ୍ତାନକୁ ନିଜେ ତୁହି ଦଣ୍ଡିବୁ ନାହିଁ କୁକର୍ମ ଫଳର ଆୟତନ ତ୍ରିଭୁବନ ସମ ଭୁତଳକୁ ପେଷିବ ଅନ୍ୟତ୍ର ଆଶ୍ରୟ କାହିଁ

No comments:

Post a Comment