Tuesday, December 3, 2024

ଛାଗଳ କୂକୂଟ ମୀନ ଶ୍ଵାନ ସମ ମୁହିଁ ନୁହଁଇ ଅରକ୍ଷିତ

ଛାଗଳ କୂକୂଟ ମୀନ ଶ୍ଵାନ ସମ ମୁହିଁ ନୁହଁଇ ଅରକ୍ଷିତ ହେ ବ୍ରହ୍ମଦାରୁ ତୋ ମହାବାହୁ ତଳେ ସମ୍ପୂର୍ଣ୍ଣ ସୁରକ୍ଷିତ ଅହଲ୍ୟା ପାଞ୍ଚାଳୀ ଜାନକୀ ସମ ନୁହେଁ ଅବହେଳିତ ଛନ୍ଦା ପାଦ ଆଶ୍ରିତ ଶିରପରେ ଗୋବର୍ଦ୍ଧନ ପରବତ

No comments:

Post a Comment