Friday, December 6, 2024

ତୋ ଭାବ ସାଗରରେ ବୁଡ଼ିଗଲେ ହେ ଗୋବିନ୍ଦ

ତୋ ଭାବ ସାଗରରେ ବୁଡ଼ିଗଲେ ହେ ଗୋବିନ୍ଦ ଭକ୍ତଟିଏ କବିଟିଏ କେବଳ ହୋଇଯାଏ ଭାବୁକ ଚୁମି ତୋ କମଳ ପାଦକୁ ମନ ଭ୍ରମର ଉଲ୍ଲସିତ ନିଅଣ୍ଟ ହୁଏ ଜୀବନ କାଳ ତୁମ୍ଭେ ଏମିତି ଚୁମ୍ବକ

No comments:

Post a Comment