Friday, December 6, 2024

ମୋର ଏହି ହୃଦୟ କମଳ କେଶରରେ

ମୋର ଏହି ହୃଦୟ କମଳ କେଶରରେ ହେ ଗୋବିନ୍ଦ ସଦାରଖ ତୋ ଛନ୍ଦାପାଦ ମୁହିଁ ଏକ ଅତି କ୍ଷୁଦ୍ର ଭୋକିଲା ମଧୁମକ୍ଷି ଚୁମି ପ୍ରତିଦିନ ଲେଖି ଜଣାଇବି ତା ସ୍ୱାଦ

No comments:

Post a Comment