Wednesday, September 10, 2025

ବାସୁଦେବ ଛନ୍ଦା ଚରଣରେ ବାସନା ଥାଉ

ବାସୁଦେବ ଛନ୍ଦା ଚରଣରେ ବାସନା ଥାଉ ମହାଲକ୍ଷ୍ମୀଙ୍କ ଚରଣ କମଳରେ ଥାଉ ଚିତ୍ତ ବ୍ରହ୍ମଦାରୁ କୋରଡରେ ଥାଉ ସଦା ମାନସ ଗରୁଡ ପଛରେ ଦେହ ଉର୍ଦ୍ଧକୁ ତୋଳି ହାତ

No comments:

Post a Comment