Monday, September 8, 2025

ଯେଉଁ ପିଜୁଳୀ ଦିଶୁଥିଲା ଦର ଦର ପାଚିଲା

ଯେଉଁ ପିଜୁଳୀ ଦିଶୁଥିଲା ଦର ଦର ପାଚିଲା ଲୋଭରେ କାମୁଡ଼ି ଦେଲି ଭିତରେ ପୋକା ପର ବାଡିରୁ ଚୋରି ଜିନିଷକୁ ଭାରି ଲୋଭ ଚାଲାଖ ନୁହେଁ ମୁହିଁ ଗୋଟେ ପରମ ବୋକା

No comments:

Post a Comment