Wednesday, September 10, 2025

ସକଳ ଭୂତରେ ନାରାୟଣ କାହୁଁ ସାଧିବି

ସକଳ ଭୂତରେ ନାରାୟଣ କାହୁଁ ସାଧିବି ହେ ଗୋବିନ୍ଦ ଜୀବନ ହେଲା ଅକାରଣ ହରି ଅକର୍ମା ଦାନୀ ଅହଲ୍ୟା ଉଦ୍ଧାରଣ ହେ କୃଷ୍ଣ ଲୋଭ ଲଭିବି ଛନ୍ଦା ଚରଣ

No comments:

Post a Comment