Tuesday, September 2, 2025

ଯେତେ ସୁକ୍ଷ୍ମ କରି ତୋତେ ଚିନ୍ତିଲି ହେ ଗୋବିନ୍ଦ

ଯେତେ ସୁକ୍ଷ୍ମ କରି ତୋତେ ଚିନ୍ତିଲି ହେ ଗୋବିନ୍ଦ ହେ ବାସୁଦେବ ତୁହି ଯେ ହୋଇଗଲୁ ଅନ୍ତରୀକ୍ଷ ମୋତେ ଆଶ୍ରୟ ହେଉ କମଳା ସେବିତ ଚରଣ ହେ ଅଧାଗଢ଼ା ତୋତେ ଭେଟାଉ ଗରୁଡର ପକ୍ଷ

No comments:

Post a Comment