Sunday, September 14, 2025

ଗୋଟିଏ ପୁଷ୍ପଠାରୁ ଅଧିକ ଶୋଭା ପୁଷ୍ପର ମାଳା

ଗୋଟିଏ ପୁଷ୍ପଠାରୁ ଅଧିକ ଶୋଭା ପୁଷ୍ପର ମାଳା ପୁଷ୍ପ ମାଳାଟିଏ ଠାରୁ ଆହୁରି ଶୋଭା ନାରାୟଣ ବ୍ରହ୍ମାନନ୍ଦ ପୟୋନିଧି ଶାନ୍ତାକାର ପଦ୍ମନାଭ କୃଷ୍ଣ ସବୁଠୁଁ ଶୋଭା କମଳା ସେବିତ କମଳ ଚରଣ

No comments:

Post a Comment