Sunday, September 14, 2025

ହେ ରଘୁ ବଂଶ ସୂର୍ଯ୍ୟ ପାବନ ଗୁଣ ପୁରୁଷୋତ୍ତମ କ୍ଷେତ୍ର

ହେ ରଘୁ ବଂଶ ସୂର୍ଯ୍ୟ ପାବନ ଗୁଣ ପୁରୁଷୋତ୍ତମ କ୍ଷେତ୍ର କେମିତି ଲଭିବି ଜାନକୀ ସେବିତ ଅଭୟ ଚରଣ କମଳ ହେ ଦେବ ଦେବ ମହାଦେବ ଯୋଗ ମାରୁତି ହୃଦୟ ପଦ୍ମ ଅଛିଦ୍ର ଅଖଣ୍ଡ ବ୍ରହ୍ମ ପୟୋନିଧି କାଣିଚାଏ ନ କଲି ଅମଳ

No comments:

Post a Comment