Monday, September 15, 2025

ଯେତେ ଯାହା ଏହି ଚର୍ମ ଚକ୍ଷୁରେ ଦର୍ଶନ କଲି

ଯେତେ ଯାହା ଏହି ଚର୍ମ ଚକ୍ଷୁରେ ଦର୍ଶନ କଲି ସବୁଠାରୁ ସୁନ୍ଦର ପହଣ୍ଡି ବେଳରେ ଚକାଡୋଳା ଯେତେ ଯାହା ଏହି ଦୁଇ କର୍ଣ୍ଣରେ ଶ୍ରବଣ କଲି ସବୁଠାରୁ ମଧୁର ନଗର ସଂକିର୍ତ୍ତନ ଭକ୍ତ ମେଳ

No comments:

Post a Comment