Monday, September 15, 2025

ଯେଉଁ ମଧୁର ବାଳ ଗୋପାଳ ରୂପ ନୟନ ପଥରେ ଧରି

ଯେଉଁ ମଧୁର ବାଳ ଗୋପାଳ ରୂପ ନୟନ ପଥରେ ଧରି ସଦା ସଦା ସଦାଶିବ ମହାଦେବ ଶଶ୍ମାନରେ ଯୋଗାରୁଢ଼ ସେହି ମଧୁର କାଳିୟ ଦଳନ ରୂପକୁ କେତେ ଝୁରି ମରେ ଥରେ ଶାନ୍ତାକାର ଅନନ୍ତ ଶୟନ ବୋହିଆଣ ହେ ଗରୁଡ

No comments:

Post a Comment