Tuesday, November 12, 2024

ଅବତାର ହୋଇ ତୁହି ନର ନାରାୟଣ ହେଲେ

ଅବତାର ହୋଇ ତୁମ୍ଭେ ନର ନାରାୟଣ ହୋଇଲେ ଅଖିଳ ଜୀବକୁ ସୁଲଭ ହୁଏ ଧର୍ମ ଅର୍ଥ କାମ ମୋକ୍ଷ ହେ ଅନନ୍ତ ଅଚିନ୍ତ୍ୟ ଅଦୃଶ୍ୟ ଅଛିଦ୍ର ଅଗମ୍ୟ ଅମଳ ମହାପ୍ରସାଦ ହୁଅ ପତିତ ହସ୍ତରେ ହେ ପୁଣ୍ଡରୀକାକ୍ଷ 🙏🌹🌹🌹🙏

No comments:

Post a Comment