Sunday, November 17, 2024

ଅଖିଳ ସୃଷ୍ଟି ଉପରେ ତାହାର ଅପଲକ କୃପା ଦୃଷ୍ଟି

ଅଖିଳ ସୃଷ୍ଟି ଉପରେ ତାହାର ଅପଲକ କୃପା ଦୃଷ୍ଟି ଜଳ ସ୍ଥଳ ନଭ ରବି କର ଚନ୍ଦ୍ର କିରଣ ମେଘ ବୃଷ୍ଟି ସଚରାଚର ବିଶ୍ୱ ଅଧାଗଢାର ଭୁଜ ପାଦ ସଂକଳ୍ପ ପୁରୁଷ ଦମ୍ଭ କୁମାରୀ ସୌନ୍ଦର୍ଯ୍ୟ ବୃକ୍ଷ ଫଳ ପୁଷ୍ଟି

No comments:

Post a Comment