Monday, November 18, 2024

ରତ୍ନ ସିଂହାସନ ଉପରେ ଚତୁର୍ଦ୍ଧା ମଧ୍ୟରେ ତୁମ୍ଭିଙ୍କୁ ଚିନ୍ତିଲି

ରତ୍ନ ସିଂହାସନ ଉପରେ ଚତୁର୍ଦ୍ଧା ମଧ୍ୟରେ ତୁମ୍ଭିଙ୍କୁ ଚିନ୍ତିଲି ଶିରରେ କେକୀ ପୂଛ ନୂଆ ମେଘ ଦେହରେ ପିତ ବସନ କମଳାଖି ଅତି ମଧୁର ଅଧର ବ୍ରହ୍ମାଦତ୍ତ ମୋହନ ବଂଶୀ ହରି ଚନ୍ଦନରେ ଚର୍ଚ୍ଚିତ କପୋଳ ଶୋଭା ଗରୁଡ ଆସନ

No comments:

Post a Comment