Sunday, November 10, 2024

ଆଖି ଭକ୍ତି ଜଳରେ ସ୍ନାନ କରାଇଲି ଶ୍ରୀ ଶ୍ରୀ କଳାଗୋବିନ୍ଦଙ୍କୁ

ଆଖି ଭକ୍ତି ଜଳରେ ସ୍ନାନ କରାଇଲି ଶ୍ରୀ ଶ୍ରୀ କଳାଗୋବିନ୍ଦଙ୍କୁ ଶ୍ରୀବତ୍ସଲାଞ୍ଚନ ବକ୍ଷକୁ ମାନସ ଶ୍ରଦ୍ଧା ମାଳରେ ଦେଲି ସଜାଇ ହୃଦୟ କମଳ କେଶରରେ କମଳା ଭଳି ଛନ୍ଦାପାଦକୁ ଚିପିଲି ଶ୍ରୀଗୀତଗୋବିନ୍ଦରେ ବନ୍ଧାଙ୍କୁ ଏହି ପତିତ ପାରିବକି ମଜାଇ

No comments:

Post a Comment