Saturday, November 9, 2024

ବ୍ରହ୍ମା ଶିବ ନାରଦ ଯାହା ପାଦ କମଳକୁ ଦିବସ ନିଶି ଭଜନ୍ତି

ବ୍ରହ୍ମା ଶିବ ନାରଦ ଯାହା ପାଦ କମଳକୁ ଦିବସ ନିଶି ଭଜନ୍ତି ହେ କ୍ଷମା ଦୟାର ବିଶାଳ ସାଗର ପ୍ରଶାନ୍ତି ନିଳୟ ନିବାସା ବିଶ୍ୱ ଜନନୀ ମାଆ ଅନ୍ନପୂର୍ଣ୍ଣା ଯେଉଁ ପାଦକୁ ନୀତି ସେବନ୍ତି ହେ ସତ୍ୟ ଧର୍ମର ପୃଷ୍ଠ ପୋଷକ ସେ ପାଦେ ବାନ୍ଧିଲି ବସା

No comments:

Post a Comment