Thursday, November 21, 2024

ତୋ ତିନି ଦିବ୍ୟ ନୟନରେ ଦେଖୁଅଛୁ ମାଆ ଗୋ ସୁଭଦ୍ରା

ତୋ ତିନି ଦିବ୍ୟ ନୟନରେ ଦେଖୁଅଛୁ ମାଆ ଗୋ ସୁଭଦ୍ରା ଜରା ବ୍ୟାଧି ମୋତେ ସାଙ୍ଗରେ ବାନ୍ଧି ନେଉଛନ୍ତି ଯମପୁର ଶ୍ରୀଗୋବିନ୍ଦ ଲକ୍ଷ୍ମୀ ପାଦପଦ୍ମରେ ଟିକେ ମଥା ଲଗାଇଥାନ୍ତି ଗୋବିନ୍ଦ ସହୋଦରୀ କାଣିଚାଏ କୃପା ହୋଇବକି ତୋର

No comments:

Post a Comment