Sunday, November 17, 2024

ମାନସ ଭ୍ରମରରେ ସଂସାର ଜଞ୍ଜାଳରେ ଅତି ସନ୍ତାପିତ

ମାନସ ଭ୍ରମରରେ ସଂସାର ଜଞ୍ଜାଳରେ ପ୍ରାଣ ସନ୍ତାପିତ ଦେଖ ବ୍ରହ୍ମଦାରୁରେ ପ୍ରସ୍ଫୁଟିତ ଏକ ଅପୂର୍ବ ବ୍ରହ୍ମକମଳ ରସ ବାସରେ ପରିପୁରିତ କେଶର ଉତ୍ତମ ଆଶ୍ରମ ସ୍ଥଳ ଶିବ ଜଟାଧାରରେ ସ୍ନାନକରି ଧାଉଥିବା ଗୋପାଳ ବାଳ

No comments:

Post a Comment