Wednesday, November 13, 2024

ଅସୀମ ହେଲେ ତୁମ୍ଭେ ଅନ୍ତରୀକ୍ଷ ଅନନ୍ତ ବାସୁଦେବ

ଅସୀମ ହେଲେ ତୁମ୍ଭେ ଅନ୍ତରୀକ୍ଷ ଅନନ୍ତ ବାସୁଦେବ ସୀମିତ ହେଲେ ଶୁଦ୍ଧ ସ୍ପଷ୍ଟିକ ଅଣୁ ରେଣୁ ଶାଳଗ୍ରାମ ଅଦୃଶ୍ୟ ହେଲେ ତୁମ୍ଭେ ବସନ୍ତ ମୃଦ୍ୟୁ ମଳୟର ସ୍ପର୍ଶ ସୀମିତ ହେଲେ ମହାମନ୍ତ୍ର ହରେ କୃଷ୍ଣ ହରେ ରାମ

No comments:

Post a Comment