Saturday, November 16, 2024

କଳା ସାଆନ୍ତଙ୍କ ପଦ୍ମ ପାଦରେ ରଖିଲି ମୋର ମନ

କଳା ସାଆନ୍ତଙ୍କ ପଦ୍ମ ପାଦରେ ରଖିଲି ମୋର ମନ ଜଗତ ଠାକୁରାଣୀଙ୍କ ପାଦରେ ଥୋଇଲି ମୋ ମଥା ବଡଭାଇ ବଳରାମଙ୍କୁ ଅନେକ କଲି ହାରି ଗୁହାରି ଭଉଣୀ ଭଦ୍ରା ମା ତୋତେ ଲାଗିଲା ରାମର ବ୍ୟଥା

No comments:

Post a Comment