Wednesday, November 20, 2024

କିଏ ଝୁଲାଉଥାଏ ଗୋପାଳ ବାଳକୁ ସୁନା ପାଲିଙ୍କିରେ

କିଏ ଝୁଲାଉଥାଏ ଗୋପାଳ ବାଳକୁ ସୁନା ପାଲିଙ୍କିରେ ହୃଦୟ ପଦ୍ମରେ ଥୋଇ ମୁହିଁ ଚାଲିଥାଏ କର୍ମପଥରେ କିଏ ପୂଜୁଥାଏ ନନ୍ଦ ନନ୍ଦନକୁ ଷଡୋଶ ଉପଚାରରେ ବୈଷ୍ଣବମାନଙ୍କ ପାଦଧୂଳି ମୁହିଁ ବୋଳୁଥାଏ ମଥାରେ

No comments:

Post a Comment