Tuesday, November 12, 2024

କ୍ଷୁଦ୍ର ଦୁବ ଘାସ ପତରରେ ଉଷାର କାକର ଟୋପା

କ୍ଷୁଦ୍ର ଦୁବ ଘାସ ପତରରେ ଉଷାର କାକର ଟୋପା ଦିବ୍ୟ ବାଳ ଅରୁଣ କିରଣ ସ୍ପର୍ଶରେ ହୁଏ ସାତ ବର୍ଣ୍ଣି ଏହି ପତିତ ହୃଦୟ ପୁଷ୍କରିଣୀରେ ଭକ୍ତି କମଳ କଢି ଅପଲକ ଇଶରାରେ ଫୁଟିବ ନ ପାରୁଛ କିବା ଚିହ୍ନି

No comments:

Post a Comment