Friday, November 15, 2024

ପାନୀୟ ମଧ୍ୟରେ ତୁହି ସୁଶୀତଳ ଝରଣା ଜଳ

ପାନୀୟ ମଧ୍ୟରେ ତୁହି ସୁଶୀତଳ ଝରଣା ଜଳ ତୋ ଅଙ୍ଗ ବାହ୍ୟ ଅନ୍ତର ଶୁଦ୍ଧି ତୃଷା ନିବାରଣ ଅବତାର ମଧ୍ୟରେ ପ୍ରହଲ୍ଲାଦ ଉଦ୍ଧାର ନୃସିଂହ ତୋ ସ୍ମରଣରେ ସମସ୍ତ କୃତ ପାପ ଅକାରଣ

No comments:

Post a Comment