Thursday, November 14, 2024

ବୀଣା ବଂଶୀ ଜିଣା ମଧୁର ବଚନ ଘଡଘଡି ସମ ଗମ୍ଭୀର

ବୀଣା ବଂଶୀ ଜିଣା ମଧୁର ବଚନ ଘଡଘଡି ସମ ଗମ୍ଭୀର ବନମାଳୀଙ୍କ ବଚନରେ ଭରା ଜନକ ଜନନୀ ଆଶ୍ରିବାଦ କାଳୀୟ ଶିରରେ ପୀତବାସ ଛନ୍ଦା ପାଦ ବଂଶୀ ବଦନ ଗୋବିନ୍ଦଗୀତ ଛନ୍ଦ ସମ ସୁଧା ଶ୍ରବଣେ ଭରେ ନିନାଦ

No comments:

Post a Comment