Saturday, November 16, 2024

ସଖି କହ କହ ମୋ ସଖି କହ କହ ସେହି ମୋହନ ଲୀଳା

ସଖି କହ କହ ମୋ ସଖି କହ କହ ସେହି ମୋହନ ଲୀଳା ଗୋପୀଙ୍କର ପିନ୍ଧା ବସନ ଫେରାଇ ଦେଲେ କି ବନମାଳୀ କଦମ୍ବ ଡାଳରେ ଏକ ଏକ କରି ବାନ୍ଧିଥିଲେ ବ୍ରହ୍ମାଣ୍ଡ ଠାକୁର କେତେ ଜନ୍ମ ତପ ଓଷା ବ୍ରତ ପୁର୍ଣ୍ୟ ସଞ୍ଚିଥିଲେ ଗୋପଵାଳି

No comments:

Post a Comment