Sunday, November 10, 2024

ସକଳ ଜୀବଙ୍କ କୃତ ପାପକୁ ଶ୍ରୀଅଙ୍ଗରେ ବୋଳି

ସକଳ ଜୀବଙ୍କ କୃତ ପାପକୁ ଶ୍ରୀଅଙ୍ଗରେ ବୋଳି ଅତ୍ୟନ୍ତ ଉଦାର ବ୍ରହ୍ମଦାରୁ ହୋଇଲେ କିବା କଳା ସକଳ ଜୀବ ଦୁଃଖରେ ନିରନ୍ତର ଭାଗି ହେବାକୁ ଅତି ସହିଷ୍ଣୁ ଅପଲକ ହେଲେ କି ଚକାଡୋଳା

No comments:

Post a Comment