Monday, November 18, 2024

ତୁମେ ପିତା ପିତାମହ ପ୍ରପିତାମହଃ ପରମପିତା

ତୁମେ ପିତା ପିତାମହ ପ୍ରପିତାମହଃ ପରମପିତା ଶ୍ରୀକ୍ଷେତ୍ର ନିତ୍ୟନିବାସା କଳିର ସନ୍ତାପ ନାଶନେ ତୁମ୍ଭେ ମୋ ନାରାୟଣ ଶ୍ରୀରାମ ଗୋବିନ୍ଦ ଚତୁର୍ଦ୍ଧା ବଡଦାଣ୍ଡେ ପହଣ୍ଡି କର ବସି ଭକ୍ତ ହୃଦ ଆସନେ

No comments:

Post a Comment