Tuesday, January 14, 2025

ଅତି ଗଭୀର ଅନ୍ଧାର କୂପ ଏହି ସଂସାର

ଅତି ଗଭୀର ଅନ୍ଧାର କୂପ ଏହି ସଂସାର ନିଜ ମନ୍ଦ ଉତ୍ସର୍ଗରେ ପୁଷ୍ଟ ଏହି ଶରୀର କମଳା ସେବିତ ପଦ୍ମପାଦ ବଢ଼ାଇ ହରି ପିମ୍ପୁଡି ଭଳି ଚାଲି ଲଭିବି ବୈକୁଣ୍ଠ ପୁର

No comments:

Post a Comment