Thursday, January 16, 2025

ବୋଉର ବାତ୍ସଲ୍ୟ ମମତା ସମ ବିଶାଳ ବକ୍ଷରେ

ବୋଉର ବାତ୍ସଲ୍ୟ ମମତା ସମ ବିଶାଳ ବକ୍ଷରେ ଅଶେଷ ତୁଳସୀ ଦୟଣା ମାଳ ଲମ୍ବିଅଛି ସରି ସରି ପିତାଙ୍କ ଆକଟ ଆଶିଷ ମିଶା ବଡ ଚକାଡ଼ୋଳାରେ ମୋ ସୁଖ ସଂସାର ବଞ୍ଚିଅଛି ଛନ୍ଦାପାଦ ଆଶ୍ରାକରି

No comments:

Post a Comment