Friday, January 10, 2025

ଅଶେଷ ଦୋଷରେ ଦୋଷୀ ମୁହିଁ ହେ ଗୋବିନ୍ଦ

ଅଶେଷ ଦୋଷରେ ଦୋଷୀ ମୁହିଁ ହେ ଗୋବିନ୍ଦ ମୁହିଁ ଆପଣା କୃତ୍ତକର୍ମ ଫଳରେ ଯାଇଛି ଫସି ଅନେକ କହିଲେ କେବଳ ତୁହି ପାରିବୁ ଉଦ୍ଧରି ମୁହିଁ ମୋ ଅନ୍ତରରେ ସଦା ଭଜୁଛି ଦିବସନିଶି

No comments:

Post a Comment