Wednesday, January 15, 2025

ଦୁର୍ଗା ଶିବା ଉମା ଶ୍ୟାମା ତାରା ତୁହି ମାଆ ରାମଚଣ୍ଡୀ

ଦୁର୍ଗା ଶିବା ଉମା ଶ୍ୟାମା ତାରା ତୁହି ମାଆ ରାମଚଣ୍ଡୀ ମୁହିଁ ଶିଶୁ ଜ୍ଞାନ ଶିଖରରେ ଥୋଇବୁ ନାହିଁ ଭକ୍ତି ହାଣ୍ଡି ତୋ ଭାଇ ଗୋବିନ୍ଦକୁ ଚିଠି ଲେଖିବାକୁ ଅକ୍ଷର ଶିଖୁଛି ତ୍ରିନୟନା ପରମ କରୁଣାମୟୀ ଜନନୀ ନ ଦେବୁ ଭଣ୍ଡି

No comments:

Post a Comment