Monday, January 20, 2025

ଦରଦୀ କି ହେବ କି ମୋହର କଠୋର ହୃଦୟ

ଦରଦୀ କି ହେବ କି ମୋହର କଠୋର ହୃଦୟ ଭକ୍ତ ଚନ୍ଦନ ତୋ ଚକାଆଖିରେ ଆଖି ମିଶିବକି ଉପଶମ ହେବ କିବା ମୋହର ହୃଦୟ ବେଦନା ବଂଶୀ ବଦନ ତୋ ଛନ୍ଦା ପାଦକୁ ଶିର ଛୁଇଁବିକି

No comments:

Post a Comment