Sunday, January 12, 2025

ନିରାକାର ବ୍ରହ୍ମରୁ ଯେବେଟି ଆକାର ହୋଇଲୁ

ନିରାକାର ବ୍ରହ୍ମରୁ ଯେବେଟି ଆକାର ହୋଇଲୁ ଓଁକାର ଅନନ୍ତ ହେ ଅଧାଗଢା ହୋଇଲୁ କାହିଁକି ହୃଦୟ କମଳ କେଶରରେ ଜପଧ୍ୱନି ଲଗାଇଛି ଗରୁଡ ପଛରେ କୃଷ୍ଣ ଛନ୍ଦା ପାଦ ସ୍ପର୍ଶ ପାଇଁକି

No comments:

Post a Comment