Tuesday, January 21, 2025

ତୋ ପାଦ ଧୂଳି ପଡ଼ି ପଥର ଅହଲ୍ୟା ତରିଗଲା

ତୋ ପାଦ ଧୂଳି ପଡ଼ି ପଥର ଅହଲ୍ୟା ତରିଗଲା ତୋ ପାଦ କଠଉ ପୂଜାକରିଣ ତରିଗଲା ଭରତ ତୋ ନାମ ସୁଧା ହୃଦ ପଦ୍ମରେ ସିଞ୍ଚିଲି ହେ ରାମ ତୋ କାରୁଣ୍ୟ ରୂପ ଦର୍ଶନ ଲଭିଣ ତରୁ ଆରତ୍ତ

No comments:

Post a Comment