Monday, January 20, 2025

ମୋହନ ହେ ତୁମ୍ଭେ କିବା ବୁଝିବ ଭକତ ଅପେକ୍ଷା

ମୋହନ ହେ ତୁମ୍ଭେ କିବା ବୁଝିବ ଭକତ ଅପେକ୍ଷା ଗୋବିନ୍ଦ ହେ ତୁମ୍ଭେ କିବା ବୁଝିବ ଭକତ ଉପେକ୍ଷା ଶ୍ରୀରାଧାଙ୍କୁ ଭଣ୍ଡିଲ ସୀତାଙ୍କୁ ତେଜିଲ ହେ କେଶବ ଶ୍ରୀହରି ହେ ଏ ଦୀନ ଅକିଞ୍ଚନକୁ କି ଦେବ ସୁରକ୍ଷା

No comments:

Post a Comment