Thursday, January 16, 2025

ପ୍ରଜାପତି ହୋଇ ସୃଷ୍ଟି କରୁ ହେ ଅପଲକ ଅଧାଗଢା

ପ୍ରଜାପତି ହୋଇ ସୃଷ୍ଟି କରୁ ହେ ଅପଲକ ଅଧାଗଢା ଶ୍ରୀ ମହାଲକ୍ଷ୍ମୀ ରୂପରେ ଶଷ୍ୟ ଦାନା ରୂପରେ ପାଳୁ ସତ୍ତ୍ଵ ରଜ ତମ ଗୁଣରେ ଆଶ୍ରମ କର୍ମ ଅନନ୍ତ ଶୟନା ମହାକାଳ ରୂପରେ ଆନନ୍ଦେ ରାମ କୀର୍ତ୍ତି ଗାଇ ଚଳୁ

No comments:

Post a Comment