Monday, January 27, 2025

ଆଲୋ ଶୁଣ ଶୁଣଲୋ ସଜନୀ ମୋ ସବୁଠୁଁ ବଡ ଦୁଃଖ

ଆଲୋ ଶୁଣ ଶୁଣଲୋ ସଜନୀ ମୋ ସବୁଠୁଁ ବଡ ଦୁଃଖ ସେହି ଚକାଡୋଳା ମୋତେ ପଦୁଟିଏ ନ କହିଲେ କଥା ଆଲୋ ଯାହା ରୁପକୁ ମୁହିଁ ଶୟନ ସ୍ୱପନେ ଝୁରି ମରେ ସଜନୀ ଲୋ ହୃଦୟ ହାଣିଦେଲା ହଲାଇ ଟାହିଆ ମଥା

No comments:

Post a Comment