Wednesday, January 15, 2025

ତୋର ପାଦ କମଳ ସଦା ଯାହା କର କମଳରେ

ତୋର ପାଦ କମଳ ସଦା ଯାହା କର କମଳରେ ସେହି ମହାବିଦ୍ୟାଙ୍କ ପାଦକୁ ଥୋଇଲୁ ଶିରରେ ଯୁଗ ଗଲା କଥା ଶ୍ରୀଗୀତଗୋବିନ୍ଦ ସୁଧା ହେଲା ସେହି ମହାଭକ୍ତ ଶ୍ରୀଜୟଦେବଙ୍କ ପାଦହୃଦରେ

No comments:

Post a Comment