Sunday, January 12, 2025

ତୁମ୍ଭେ ମହାବାହୁ ତୁଳସୀ ମନ୍ଦାର ଦୁଦୁରା

ତୁମ୍ଭେ ମହାବାହୁ ତୁଳସୀ ମନ୍ଦାର ଦୁଦୁରା ତୁମ୍ଭ ଅପଲକ ଦୃଷ୍ଟି ଅଶେଷ ସୁଧା ଭରା ତୁମ୍ଭେ ଅଧାଗଢା କାମୀ ମୁମୁକ୍ଷୁର ପ୍ରାପ୍ତି ତୁମ୍ଭ ଛନ୍ଦାପଦ ସରସିଜ ମକରନ୍ଦ ଝରା

No comments:

Post a Comment