Tuesday, January 14, 2025

ଅତି ଗଭୀର ଅନ୍ଧାର କୂପ ଏହି ମାୟା ସଂସାର

ଅତି ଗଭୀର ଅନ୍ଧାର କୂପ ଏହି ମାୟା ସଂସାର ଆପଣା କଲା ମନ୍ଦ ଫଳ ଭାରରୁ ହେଲି ପତିତ ହେ ଅନନ୍ତ ଅଲେଖ ତୋ ଦୀର୍ଘ ପାଦରେ ଆସ୍ଥା ବଢ଼ା ପାଦ ହେ ଗୋବିନ୍ଦ ଅବଧି ହୁଅଇ ଅତୀତ

No comments:

Post a Comment