Tuesday, January 14, 2025

ତୁହି ବାନ୍ଧିଲୁ ଅତି ଦୃଢ଼ ଭାବରେ ମୋତେ

ତୁହି ବାନ୍ଧିଲୁ ଅତି ଦୃଢ଼ ଭାବରେ ମୋତେ ତୋ ଚକାଡୋଳାରେ ପ୍ରାଣ ରଖିଲା ଲାଖି କାଳ ସଞ୍ଚାଣ ମୋ ମଥା ଉପରେ ଉଡୁଛି ତାର ଡେଣା ତଳେ ଲୁଚାଉ ଗରୁଡ ପକ୍ଷୀ

No comments:

Post a Comment