Thursday, January 16, 2025

ଅତି ସଧିରେ ମୃଦ୍ୟୁ ମୃଦ୍ୟୁ କରିଣ ସେବିବୁ

ଅତି ସଧିରେ ମୃଦ୍ୟୁ ମୃଦ୍ୟୁ କରିଣ ସେବିବୁ ଜନନୀ କମଳା ଅତିବ କୋମଳ ପଦ୍ମପାଦ ଅତି ଦୟା ପରବଶ ହୋଇ ପ୍ରଶୟ ଦେବୁ ମନ ଭ୍ରମର ଆତୁର ଚାଖିବାକୁ ମକରନ୍ଦ

No comments:

Post a Comment