Thursday, January 30, 2025

ଚକାଡୋଳା ଭୋଗ ଖାଇବାର ମୁଁ ଦେଖିନାହିଁ

ଚକାଡୋଳା ଭୋଗ ଖାଇବାର ମୁଁ ଦେଖିନାହିଁ ଭକ୍ତମାନେ କହନ୍ତି ତାଙ୍କୁ ଆଦର ଭକତି ଭାବ ବାଡ଼ିର ଦର ପାଚିଲା ବରକୋଳି ବଡ ସୁଆଦ ଏହିଁ କୃଷ୍ଣ ରଙ୍କା ହାତରୁ ଚାଖନ୍ତେକି ପଦ୍ମନାଭ

No comments:

Post a Comment