Tuesday, November 5, 2024

ମାନସ ଦର୍ପଣରେ ଲାଗିଥିବା ମଇଳା ଏତେ ଚିକିଟା

ମାନସ ଦର୍ପଣରେ ଲାଗିଥିବା ମଇଳା ଏତେ ଚିକିଟା କେବଳ କିଛିହିଁ ଅଂଶ ସଫାହୁଏ ଅନୁତାପ ଲୁହରେ ହରେ କୃଷ୍ଣ ହରେ ରାମ ମହାମନ୍ତ୍ର ଅତୀବ ଫଳପ୍ରଦ ବିଗତ ବର୍ତ୍ତମାନ ଆଗତ ପାପ ନ ରହେ ଦେହରେ

No comments:

Post a Comment