Sunday, November 3, 2024

ସବୁତକ ଦୟାକୁ ଜୀବର ହୃଦୟ ପଦ୍ମରେ ଥୋଇ

ସବୁତକ ଦୟାକୁ ଜୀବର ହୃଦୟ ପଦ୍ମରେ ଥୋଇ ମଧୁର ମୋହନ ବଂଶୀ ତୁମ୍ଭେ ହେଲ ଅଧା ଗଢା ହେ ଅପଲକ ଆଜି ଚାଖ ସିରିଆ ନିଜ ହାତ ରନ୍ଧା ସବୁଦିନ ଖାଇ ଖାଇ ଅରୁଚି ଲାଗୁଥିବଟି ଅବଢ଼ା

No comments:

Post a Comment