Saturday, November 2, 2024

ଏହି ଜୀବନ ପ୍ରଦୀପଟିକୁ ଅନେକ ଝଡ ବତାସ ବରଷା

ଏହି ଜୀବନ ପ୍ରଦୀପଟିକୁ ଅନେକ ଝଡ ବତାସ ବରଷା ଆଶା ଶିଖାଟି ଲାଗି ତୁମ୍ଭେ ହିଁ ମୋ ବୋଉ ପଣତ କାନି ଆସିଛି ଫୁଙ୍ଗୁଳା ପଞ୍ଚଭୁତ ବାଣ୍ଟିନେବେ ସକଳ ଅର୍ଜନ ତୁଳସୀ ଚଉଁରା ଭେଟିବି ତୁମ୍ଭେ ଚାହିଁଲେ ଓଁକାର ଧ୍ୱନି

No comments:

Post a Comment