Saturday, November 9, 2024

ଅତି ଗାଢ଼ ନିଦରେ ଶୋଇପଡ଼ିଲେଣି କିବା ଜଗତଜୀବନ

ଅତି ଗାଢ଼ ନିଦରେ ଶୋଇପଡ଼ିଲେଣି କିବା ଜଗତଜୀବନ ମାଆ ମହା ଦୟାମୟୀ ବିମଳା ଛୋଟ ଗୁହାରିଟିଏ ଥିଲା ମହାବାହୁଙ୍କ ପୂର୍ଣ୍ଣିମାଇନ୍ଦୁ ମୁହଁକୁ ଥରେ ଚାହିଁ ଦେଇଥିଲି ମାଆ ମହା କରୁଣାମୟୀ କମଳା ମନଟି ଲାଖି ରହିଗଲା

No comments:

Post a Comment