Saturday, November 9, 2024

ତତ୍ତ୍ୱ ଜ୍ଞାନ ଶୃତି ଆଗମ ନିଗମ ତୁମ୍ଭ ସ୍ୱରୂପ

ତତ୍ତ୍ୱ ଜ୍ଞାନ ଶୃତି ଆଗମ ନିଗମ ତୁମ୍ଭ ସ୍ୱରୂପ ହେ ଗୋବିନ୍ଦ ତୁମ୍ଭରି ସ୍ୱରୂପ ପରମାଣୁ ଅଣୁ ଦୃଶ୍ୟ ଅଦୃଶ୍ୟ ଅଖଣ୍ଡ ସ୍ଥିତି ସତ୍ୟ ଶାନ୍ତି ଦୟା କ୍ଷମା ଧର୍ମ ତୁମ୍ଭରି ସ୍ୱରୂପ ହେ ଗୋବିନ୍ଦ ତୁମ୍ଭରି ସ୍ୱରୂପ ଅଖିଳ ଜୀବନ ଅନ୍ଧାରରେ ଅଖଣ୍ଡ ଜ୍ୟୋତି

No comments:

Post a Comment