Sunday, November 3, 2024

ତୁମ୍ଭରୀ ପାଦ କମଳରେ ଦୁଇ ଚକ୍ଷୁକୁ ଥୋଇଲେ

ତୁମ୍ଭରୀ ପାଦ କମଳରେ ଦୁଇ ଚକ୍ଷୁକୁ ଥୋଇଲେ ଜନନୀ ସାଇ ଏହି ହଂସ ଶାବକରେ ଭରେ ପ୍ରାଣ ତୁମ୍ଭରି ଆଶୀବାଦ ହସ୍ତରେ ଜନ୍ମ ମୃତ୍ୟୁ ମୁକ୍ତି ଚାବି ଜନନୀ ସାଇ ପାଦେ ରଖ ତୋର ଶୁଝିବାକୁ ଋଣ

No comments:

Post a Comment